Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gain Knowledge

Inspirational

4.0  

Gain Knowledge

Inspirational

ସ୍ୱାର୍ଥପର

ସ୍ୱାର୍ଥପର

1 min
145


              

ପର ବି ହୁଏ ଆପଣାର,   ଆପଣା ବି ହୁଏ ପର,

   କାମ ପାଇଁ ଏଠି ସବୁ ସ୍ୱାର୍ଥପର ।।

   କାମ ପାଇଁ ଏଠି ସବୁ ସ୍ୱାର୍ଥପର ।। 


କଣ ତମର କଣ ମୋର, ସଭିଏଁ ଲାଗନ୍ତି ନିଜର, 

    ଅନ୍ତଃସ୍ୱାର୍ଥ ପାଇଁ ସବୁ ଏକାକାର ।।

    ଅନ୍ତଃସ୍ୱାର୍ଥ ପାଇଁ ସବୁ ଏକାକାର ।।

  

ଚଞ୍ଚଳ ମନ ଭାରୀ ଅସ୍ଥିର, ମାନେନି ସେ କଥା କାହାର,

    ପଞ୍ଚନ୍ଦ୍ରୀୟ ସବୁ ତା ପାଇଁ ଚାକର ।।

    ପଞ୍ଚନ୍ଦ୍ରୀୟ ସବୁ ତା ପାଇଁ ଚାକର ।।


ଲାଳସ ରଖି କିଛି ପାଇବାର, ଗଢ଼େ କେତେ ସମ୍ପର୍କ ଘର,

   ସେ ସମ୍ପର୍କ ଚାଲେ ନାହିଁ ବେଶୀ ଦୂର !!

   ସେ ସମ୍ପର୍କ ଚାଲେ ନାହିଁ ବେଶୀ ଦୂର !!


ଅବୋଧ ନର ଖାଏ ଠୋକର , ବୁଝେନି ସେ କିଏ ପ୍ରକୃତର,

     ଶେଷରେ ଲଭେ କପଟୀ ଜହର ।।

     ଶେଷରେ ଲଭେ କପଟୀ ଜହର ।।



Rate this content
Log in

More oriya poem from Gain Knowledge

Similar oriya poem from Inspirational