ନୀରବ ଆଜି ଚିଠି
ନୀରବ ଆଜି ଚିଠି
କଳ୍ପନାରେ ହେଉ ଅବା
ମୋ ବାସ୍ତବତା ରେ
ଲେଖିଥିଲି ଚିଠି ଟିଏ
ମୁଁ ନୀରବ ରେ ।
ପ୍ରେମର ପୁସ୍ତକ
ମୁଁ ପଢ଼ିନାହିଁ
ମୋ ମନର ଭାବନା ଲେଖିଛି
ମୁଁ ତୁମରି ପାଇଁ ।
କଳ୍ପନା ରେ ହେଉ ଅବା
ବାସ୍ତବ ରେ ଚିଠି ଟି ଲେଖିଛି
ମୁଁ ତୁମରି ପାଇଁ ।
ପର୍ବତ ର ଶିଖରକୁ
ମୁଁ ଚଢ଼ିଯିବି
ମୋ ପ୍ରେମର ପରିଭାଷା
ମୁଁ ତୁମକୁ ଜଣାଇ ଦେବି ।
ପ୍ରେମର ଚିଠିକୁ ସାଇତି ରଖିଛି
ମୋ ମନ ର ଭାବନା ପ୍ରକାଶ କରିବି କେମିତି ଭାବୁଛି
କିଛି ନୂଆ କିଛି ପୁରୁଣା କଥା ମନେପକାଉଛି
ତୁମ ପାଇଁ ଲେଖିଥିବା ପ୍ରେମର ଚିଠି କୁ
ମୁଁ ନୀରବେ ଦେଖି ରହିଛି ।

