Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Classics

3  

Binata Mohanta

Classics

ନୀଳ ରଙ୍ଗ

ନୀଳ ରଙ୍ଗ

1 min
182


ଏକ ନୂତନ ରୂପରେ ମା' ଦୁର୍ଗା କରନ୍ତି ଧରାବତରଣ

ସମସ୍ତ ଭକ୍ତଙ୍କ ମନସ୍କାମନା କରନ୍ତି ପୂରଣ 


ମାତା ନୀଳ ବସନ କରି ଧାରଣ

ଅଜ୍ଞାନତା ଅନ୍ଧକାରରୁ କରନ୍ତି ନିବାରଣ 


ଏହି ଗାଢ ରଙ୍ଗ ଦିଶେ ଭୟଙ୍କର

ଏହି ରୂପରେ ମାତା ଶତ୍ରୁକୁ କରନ୍ତି ପ୍ରହାର 


ଜ୍ଜଳନ୍ତ ଚକ୍ଷୁ ନୁଖୁରା ଚୁଳ

ହସ୍ତରେ ଖଡ଼ଗ ଗଳାରେ ରକ୍ତ ପୁଷ୍ପ ମାଳ 


ମାତାଙ୍କ ଏହି ଶକ୍ତି ରୂପ ଖୁବ୍ ଭୟଙ୍କର

ଏହି ରୂପେ ଶତ୍ରୁକୁ ବଧ କରି କରନ୍ତି ଜଗତ ଉଦ୍ଧାର 


ଧରା ଧାମେ ପୂଜିତ ହୁଅନ୍ତି ନାମେ ରକ୍ଷାକାରିଣୀ

ଦୁଷ୍ଟଙ୍କୁ ବିନାଶ କରନ୍ତି ମାତା ମଙ୍ଗଳ କାରିଣୀ  ।।



Rate this content
Log in

Similar oriya poem from Classics