Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

2  

Rajesh Kumar Jain

Comedy

ନାରୀ

ନାରୀ

1 min
6.9K


ନାରୀ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଜନ୍ମ ବେଳେ କରିନଥିଲେ ଭୋଜି ଉତ୍ସବ

ପାଠପଢ଼ାରେ ଅନିଶ୍ଚିତତାର କୁପ୍ରଭାବ

ରାସ୍ତାଘାଟ, ଅଫିସ୍-ରେ ଅଶ୍ଳୀଳତାର ଭାବ

ସେଇ ଝିଅ ‘ରିଓ’ରେ ବଢ଼ାଇଲା ଦେଶର ଗୌରବ ।

ଭ୍ରୂଣହତ୍ୟା ଦେଶରେ ନାରୀ ସ୍ୱାଭିମାନ କଥା

ସରମରେ ଆଜି ନଇଁଯାଉଛି ମଥା

ସେ ଝିଅ ନୁହେଁ, ଏ ଦେଶର ଗୌରବର ଗାଥା

ଏମାନଙ୍କ ମହତ୍ତ୍ୱ ବୁଝୁ ସରକାର ଓ ଜନତା ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy