STORYMIRROR

Rajesh Kumar Jain

Comedy

2  

Rajesh Kumar Jain

Comedy

ସାହିତ୍ୟରେ କାଷ୍ଟିଂ କାଉଚ୍

ସାହିତ୍ୟରେ କାଷ୍ଟିଂ କାଉଚ୍

1 min
2.2K


ସାହିତ୍ୟରେ କାଷ୍ଟିଂ କାଉଚ୍

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ସାହିତ୍ୟରେ ଏବେ କାଷ୍ଟିଂ କାଉଚ୍ ମାମଲା

ଖବରକାଗଜରେ ହେଉଛି ହୋ’ହାଲ୍ଲା

ଆହା ସେ ଜ୍ଞାନୀ ବୁଢ଼ା କି ପାପ କଲା

ଯୁଗେଯୁଗେ ଗୋପନରେ ଚାଲିଛି ପାଲା

ପୁରସ୍କାର ପାଇଁ ମାନ-ଇଜ୍ଜତର ଖେଳ

ଧିକ୍ ତୁମ ଜ୍ଞାନ, ଧିକ୍ ତୁମେ କବି ନା ପାଗଳ

କଥା ଆଉ କାମରେ କାହିଁ ତାଳମେଳ

ଜନତାକୁ ଭକୁଆ ବନେଇ

ଚଲେଇଚ କେତେ କେତେ ଖେଳ !

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy