Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

3  

Rajesh Kumar Jain

Comedy

ବନ୍ଧୁତା

ବନ୍ଧୁତା

1 min
6.7K


ବନ୍ଧୁତା

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଏ ଯୁଗେ ବିନା ସ୍ୱାର୍ଥେ

       ସାଥିରେ ଯାଆନ୍ତିନି ମୁତି,

ବନ୍ଧୁତା କଥା ଏଠି କହିବା

       ନେତାଙ୍କ ନିର୍ବାଚନ ପ୍ରତିଶ୍ରୁତି !

ସକାଳେ ଲାଗେ ପୀରତି,

ସନ୍ଧ୍ୟାରେ ଜଳେ ନାଲି ବତି,

ବିଶ୍ୱାସ ଏଠି ପାଗଳା ହାତୀ,

ହୃଦୟେ ରାବଣ ନୀତି ।

ବାଣ୍ଟିପାରିଲେ ଲକ୍ଷ୍ମୀପୀରତି,

ମିଶିଯିବ ଛାତିକୁ ଛାତି,

ଓଲମବିଲମର ଟିକିଏ ଗତି,

ନିମିଷକେ ଶେଷ ସବୁ ଭକତି ।

ହୋଇଯାଅ ବର୍ଷାରେ ଛତା,

ହୃଦୟେ ବିଶ୍ୱାସ ନିର୍ମଳ ଲତା,

ଛାଡ଼ନାହିଁ ନ ଜଳିଛି ଚିତା,

ସତ ହେବ କୃଷ୍ଣ-ସୁଦାମା କଥା ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy