Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ନାରୀ

ନାରୀ

1 min
113


ଅଷ୍ଟ ବୈଶିଷ୍ଟ୍ୟରୁ ନାରୀ ସଂପୂର୍ଣ୍ଣା

ଗୋଟେ କମ ହେଲେ ନୁହିଁଈ ଧନ୍ୟା ।


ନିଷ୍ଠା, ସେବା,ଧର୍ମ ଓ ପ୍ରେରଣା

ଶୁଶ୍ରୁଷା, ସାହାଯ୍ୟ କଲେ ଭରଣା ।


ସଂରକ୍ଷଣ, ସୁପ୍ରଜନନ ଅଟଇ ମୁଳ

ଏସବୁ ନାରୀର ଥିଲେ ପାଅଇ ବଳ ।


ଏହି ନାରୀ ଠାରୁ ଯିଏ ହୁଅଇ ଜାତ

ଧରା ର ବଡ଼ ସିଏ,ପାଏ ପ୍ରଣିପାତ ।


ସଂସ୍କାର, ସଂସ୍କୃତି ସବୁ ଜାଣିଛି

ଦୁନିଆରେ ପାଏ ସେ ସବୁ କିଛି ।


କନ୍ୟା ତା ବରକୁ ବରଣ କଲେ

ସେହି ବିବାହରେ ସମାଜ ଚାଲେ ।


ତାଙ୍କ ଠାରୁ ସୁପୁତ୍ର  ହୁଅଇ ଜନ୍ମ

ପୃଥିବୀ ଦେଖେରେ ତାର ସୁକର୍ମ ।


କେଶ,ଭେଶ,ଓ ବ୍ୟବହାରରେ

ସୁନ୍ଦରୀ ମାନନ୍ତି ତାର ଚାଲିରେ ।


ଚାରି ଗୁଣ ଥିଲେ ସିଏ ସୁନ୍ଦରୀ

ସର୍ବେ ଆନନ୍ଦିତ ହୁଅନ୍ତି ଭାରି ।


ସୁପ୍ରଜନନ ହୁଏ ତାହାରି ଠାରୁ

ସଂସାର ଦିଶଇ ଭାରି ସୁଚାରୁ ।


Rate this content
Log in

Similar oriya poem from Inspirational