Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ankita Priyadarsini Sahu

Inspirational Others

4  

Ankita Priyadarsini Sahu

Inspirational Others

(ନାରୀ - ସବୁ ନୁ ଭାରି)

(ନାରୀ - ସବୁ ନୁ ଭାରି)

1 min
375


ଅମୃତ୍ ମାଟିର୍ ଅମୃତ୍ ସନ୍ତାନ୍

ଦୁଇଭାଗେ ହେଇଛନ୍ ସେତ ଭିନେ

ଝନେ ନାରୀ ଝନେ ପୁରୁଷ୍ ହେଲେ ତ

ଇନ୍,ତା ରକ୍,ମେ ସ୍ରୁଷ୍ଟି ହେଲା ଇ ଠାନେ ।


ନାରୀ ପୁରୁଷ୍ ଦୁହେଁ ସମାନ୍ ହେଲେଭି

ନାରୀ କେ ରଖସନ୍ ସଭେ ଆଗ୍,ଲି

ସ୍ରଷ୍ଟା ର୍ ଆଏ ମାଁ ସେ ସୃଷ୍ଟିକାରିଣୀ

ସବୁ ସମ୍ମାନ୍ ର ସେ ଗୁଟେ କୁଠ୍,ଲି ।


ଜନମ୍ ଦେସି ଲାଲନ୍ ପାଲନ୍ କର୍,ସି

ଫିର୍ ଭି ବହୁତ୍ ଜାଗା ନୁ ହେସି ଲାଞ୍ଚିତ୍

ମନର୍ କଥା ନୁ ହୁର୍,ଗୁନି ହେସି ସେ

ନାରୀ କେ କାଞ୍ଜେ କହେସନ୍ ଅଶିକ୍ଷିତ୍ ।


ପୁଓ ଠାନୁ ଝି ସରି ନୁହେ ଇ କଥା

ପୁରାନ୍ ଭି ବୟାନ୍ କରିଛେ ସବୁ

ଆଝିର୍ ଦିନ୍,ରେ ଫିର୍ ଭି ଘୁଟିଛେ

ଅନ୍ଧାର୍ ଉକିଆ ଇନ କାହୁଁ ପାଏବୁ ।


ଅବଶ୍ ସବୁ ଦିଗେ ଶିକ୍ଷିତ୍ ହେବା 

ସାମାଜ୍ ବି ଦେଇଛେ ଇନୁ ପରମାଣ

ରଜା ରାମ୍ କର୍ ଯଜ୍ଞ ବିଧି ନୁ ଯେନ୍ତା

ସୁନା ସୀତା ମୂର୍ତ୍ତୀ ର୍ ହେଲା ଥଇଥାନ୍ ।


ଦଶ୍,ରଥ୍ ରଜା ନେଇଥିଲା ଯୁଦ୍ଧେ

ରାନୀ କୈକେୟୀ କେ ତାର୍ ସାଙ୍ଗେ

ଗାର୍ଗୀ ଲୋପାମୁଦ୍ରା ବେଦ୍ ରଚ୍,ନା ନୁ

ଯେନ୍ତା ରହିଥିଲେ ସବ୍,କର୍ ଆଗେ ।


ନାରୀ ନୁହେ ଆଏ ଅବଲା ଦୁର୍ବଲା 

ଫୁଲ୍ ଲେଖେଁ ବିଖ୍,ରେଇଛେ ମହତ୍ 

ରେବତୀ ନୁ ବୁଢୀ ରଖିଥିଲା ଜେଁ ଚିନ୍ତା 

ମନୁ ଅଲ୍,ଗାମା ସେ ସବୁ ଶବଦ୍ ।


ଖେଲ୍,ନା ନୂହେଁ ନା ଘର୍ ସଜା ଜିନିଷ୍

ଦେଶର୍ ମଙ୍ଗଲ୍ ଲାଗି ଆଏ ମାଧ୍ୟମ୍

ନାରୀ ର୍ ଲାଗି ଅମୃତ୍ ପାଲ୍,ଟେ ପୁରୁଷ୍

ଛାଡିନିଏ ଗୁଖ୍,ରା ନାଗ୍ ର୍ ରକମ୍ ।


ପରିବାର୍ ଜେନୁ ହେସି ଚାର୍,ଭାଗ୍ 

ଲୁକିଥିସି ସେନୁ ନାରୀ ର୍ ସ୍ଵଭାବ୍

ନାରୀଶିକ୍ଷା ଯେତେ ଯିବା ଆଉ ଆଗ୍ କେ

ସରିଥିବା ସାମାଜ୍ ର ଇ ଅଖଣ୍ଡ୍ ପ୍ରଭାବ୍ ।


Rate this content
Log in