ମୁଁ କିଏ
ମୁଁ କିଏ

1 min

11.8K
ମୁଁ, ମୁଁ ନୁହେଁ|
କାହାର ଆଶା ତ କାହାର ପ୍ରତ୍ୟାଶା
ମୁଁ କାହାର ପାପ ତ କାହାର ପୁଣ୍ୟ
ମୁଁ କେବେ ଅହଂର ଧ୍ୱନି ତ କେବେ ଚୀର ବନାନୀ
ମୁଁ କେବେ ଏକଲବ୍ୟର ନିଷ୍ଠା ତ କେବେ ଅଭିମନ୍ୟୁର ଅସହାୟତା
ସମୟର ତାଳେ ତାଳେ ଗାନ୍ଧାର ଶକୁନି ବି ମୁଁ
ଲୁଚକାଳି ର ଅଭିନୟ ରେ ବୃହନ୍ନଳା ମୁଁ
ନାଚୁଛି ଆଉ ନଚାଉଛି ବି
କେବେ ବଂଶୀ ର ରାଗ ତ କୋମଳ ସ୍ଵଭାବ
କାହା ପାଇଁ ମଥାର ସିନ୍ଦୁର ତ କାହା ଲୋତକର ଧାର
ମୁଁ ଆକାଶର ଅର୍ଧେନ୍ଦୁ ତ ପୁଣି ପୂର୍ଣ୍ଣିମା ର "ପୁର୍ନେନ୍ଦୁ"|
ସେ କହେ, ମୁଁ "ପୂର୍ଣ୍ଣ ଚନ୍ଦ୍ରରେ ପୂର୍ଣ୍ଣ ବିନ୍ଦୁ"|