STORYMIRROR

Sanjeeb Kumar Nag

Tragedy

4  

Sanjeeb Kumar Nag

Tragedy

ମୁଁ ଖାଲି ତୁମର

ମୁଁ ଖାଲି ତୁମର

1 min
88

ବିବ୍ରତ ହୁଅନି ହେ ମୋ ପ୍ରିୟତମ

ଜୁଆର ଓ ଭଟ୍ଟା ଆସେ ଓ ଯାଏ

ପ୍ରେମରେ ପୂର୍ଣ୍ଣ ଏକ ଜୀବନ ବୁଣ

ଭ୍ରାନ୍ତି ମୋତେ ଓ ତୁମକୁ ମାରିପାରେ...


ସର୍ବଗୁଣ ସମ୍ପନ୍ନା ହେଇ ନପାରେ ମୁଁ

ତେଣୁ ପ୍ରତିଜ୍ଞା କରିବିନି

କିନ୍ତୁ ଭଗବାନଙ୍କ ରାଣ

ତମକୁ ଭଲପାଇବାକୁ ହିଁ ଏପର୍ଯ୍ୟନ୍ତ ବଞ୍ଚିଛି...


ବିଛିନ୍ନ କରିପାରିବେନି କେହି କେବେ

ତମକୁ ମୋ ଠାରୁ

ପୁଣି ମୋ ଠାରୁ ତମକୁ

ତମେ ଖାଲି ମୋର ଓ ମୁଁ ଖାଲି ତୁମର...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy