Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Sanjeeb Kumar Nag

Others

4.0  

Sanjeeb Kumar Nag

Others

ଲାଡେଗେଲେ ରହିଥିମା

ଲାଡେଗେଲେ ରହିଥିମା

1 min
11.3K


ଏ ନାନୀ ତମରି ଆମରି ଗୁଟେ ଜନନୀ, ଗୁଟେ ଜନନୀ

ଆମେ ସାନ ତମେ ଆମର୍ ବଡ ବହନି, ବଡ଼ ବହନି

ଗୋଟିଏ ମାଆର ଆମେ ତ ଛୁଆ

ଜୁଇ, ଜାଇ, ମଧୁ, ମାଳତୀ, କିଆ

ଭୁଲିନାଇଁଯିବ ଆମକେ ଗୋ ନାନୀ....

ଲାଡେଗେଲେ ରହିଥିମା ଗୋ ସବୁ ବହନି


ଗୁଟେ ପନତର୍ ଆମେ କାନି

ଛିଡ଼ମୁ ହେଲେ ଭିନେ ହଉଁ ନାଇଁ

ଗୋଟିଏ ଡାଲର ଆମେ ତ ଡାଲି

ମିଲିମିଶିଥିମା ନାଇଁ କରି କଲି

ଭୁଲିନାଇଁଯିବ ଆମକେ ଗୋ ନାନୀ....

ଲାଡେଗେଲେ ରହିଥିମା ଗୋ ସବୁ ବହନି


ଗୁଟେ ନିକିତିର୍ ଆମେ ପାଲା

ସେନେହ ଡୋରେ ଝୁଲୁଥିମା ଝୁଲା

ତମରି ଖୁସିରେ ଆମରି ଖୁସି

ଦୁଃଖର୍ ବେଲେ ଆମେ ହେମୁଁ ଗୋ ସାଥି

ଭୁଲିନାଇଁଯିବ ଆମକେ ଗୋ ନାନୀ....

ଲାଡେଗେଲେ ରହିଥିମା ଗୋ ସବୁ ବହନି



Rate this content
Log in