STORYMIRROR

Manas Ranjan Pattanayak

Romance

2  

Manas Ranjan Pattanayak

Romance

ମୋ ପ୍ରିୟା (ଶେଷ ଭାଗ)

ମୋ ପ୍ରିୟା (ଶେଷ ଭାଗ)

1 min
285






କେତେ କେତେ ଚିଠି ଦେଇଥିଲା ମୋତେ ରଖିନି ତାର ଠିକଣା


ଶେଷ ଚିଠି ଯେବେ ଆସିଲା ଡାକରେ ଶୁଭିଲା ପ୍ରିୟା କାନ୍ଦଣା


ଭଲପାଏ ବୋଲି ଲେଖିଥିଲା ସେହି ଏ ମାୟା ମିଛ ସଂସାରେ


ଛନ୍ଦି ହେଲାନାହିଁ ମୋ ଗଳାରେ କେବେ ରାତିଦିନ ତାକୁ ଝୁରେ


**********************


ମାନସ ରଞ୍ଜନ ପଟ୍ଟନାୟକ


ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ


ସାକ୍ଷୀଗୋପାଳ,ପୁରୀ


ମୋ -୯୦୪୦୭୫୧୪୯०


------------------++++'+''''''''''''


ସମାପ୍ତ ହୋଇଛି ମୋ ପ୍ରିୟାର ଏପିସୋଡ। ଆସନ୍ତା କାଲି ତା ୨୬-୩-୧୯ରିଖରେ ମୁଁ ଏହି ପୂର୍ଣ୍ଣାଙ୍ଗ ପୁସ୍ତକଟିକୁ ପଶ୍ଚିମେଶ୍ବର ସୋମନାଥ ମହାଦେବ ଙ୍କ ପବିତ୍ର ଐତିହାସିକ ମେଳନ ଯାତ୍ରା ଅବସରେ ତାଙ୍କରି ଦୋଳବିମାନ ସମ୍ମୁଖରେ ନିରାଡମ୍ବର ସହକାରେ ଲୋର୍କାପିତ କରାଇବି ମୋ ପ୍ରିୟା କବିତା ପୁସ୍ତକ କୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance