STORYMIRROR

BM Mitrabhanu

Abstract

2  

BM Mitrabhanu

Abstract

ମୋ ମାଆ 🌸

ମୋ ମାଆ 🌸

1 min
144

ଛୋଟ ବେଳୁ ଯିଏ

ଭଲ ପାଉ ଥାଏ

ହାତ ଧରି ଚାଲି ଶିଖା ଏ

କେତେ ଗପ କହି

ମନ ନିଏ ମୋହି

ତା ହାତରେ ଖୁଆଇ ଦିଏ

ଯେତେ ବଡ ହେଲେ ଭୁଲିବି କେମିତି

ତା'ର ସେ ମଧୁର ନାଁ

ସେ ମାଆ ମୋ ମାଆ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract