STORYMIRROR

BM Mitrabhanu

Abstract

2  

BM Mitrabhanu

Abstract

ଅଫେରା ଢେ଼ଉ

ଅଫେରା ଢେ଼ଉ

1 min
176

ଫେରିବ କି ସେ

ଯିଏ ଯାଇଛି ଚାଲି

ଉଦ୍ ଵେଗ ଭରା

ପ୍ରଶ୍ନ ଦେଇଛି ମେଲି

କେତେ ସ୍ନେହ କରେ

ଏବେ ଗଲା କୁଆଡେ

ସମୁଦ୍ର ଗର୍ଭରେ ଯେବେ

ଢେଉ ଆଗକୁ ବଢେ

ସିଏ ସିନା ଫେରି ଆସେ

କୁଳକୁ ପୁଣି

ଯାଣିଛି ମୁଁ ଅଫେରା ଢେ଼ଉ

ଆଉ ଜମା ଫେରି ବନି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract