STORYMIRROR

BM Mitrabhanu

Tragedy

3  

BM Mitrabhanu

Tragedy

ସୂତା ଟିଏ

ସୂତା ଟିଏ

1 min
422

ସୂତା ଟିଏ ମୁଁ ସୂତା ଟିଏ

କହୁଛି ଆଜି କଥା ଟିଏ......

ଭାଇ ଭଉଣୀ ର ପବିତ୍ର ବନ୍ଧନେ

ଚିର ସବୁଜ ସାଖି ଟିଏ

ସମ୍ପର୍କର ମୁଲ୍ୟ ବୁଝିଛି ମୁଁ

ଭଉଣୀ ବିଶ୍ଵାସେ ରହିଛି

ମାଗେ ନାହିଁ ମୋର ପାଉଣା

ଲୋଡା ରକ୍ଷାକାରୀ ଭାଇ ଟିଏ

ସୂତା ଟିଏ ମୁଁ ସୂତା ଟିଏ

କହୁଛି ଆଜି କଥା ଟିଏ.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy