STORYMIRROR

shaikh mozahid mahatab

Romance

2  

shaikh mozahid mahatab

Romance

ମଲ୍ଲୀ

ମଲ୍ଲୀ

1 min
22

ମୌସୁମୀ ତୁମ ଆଗମନୀ ବାର୍ତ୍ତା ଶୁଣି

ଯାଇ ଯୁଇ କଦମ୍ବ କେତକୀ

ହେନା ମଲ୍ଲୀ ମାଳତୀ ଟଗର

ସଜେଇବାକୁ ତୁମକୁ ନାନା ରଙ୍ଗେ

ହୁଅନ୍ତି ଆକୁଳ।

ତୁମ ପଦ ନୂପୁର ନିକ୍ୱଣ

ଶୁଭିଲାଣି ରୁଣୁ ଝୁଣୁ ସୁରେ

ତନୁ ମନ ପୁଲକିତ ହୁଏ

ମନ୍ଦ ମନ୍ଦ ଶୀତଳ ସମୀରେ॥ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance