STORYMIRROR

Arjun Das

Comedy Inspirational Others

3  

Arjun Das

Comedy Inspirational Others

ମଦୁଆ କାହାଣୀ

ମଦୁଆ କାହାଣୀ

1 min
163

ପାଣି ଟିକେ ତୁଣ୍ଡରେ ବାଜିଲେ

          ଭୁଲେ ସେ ସାରା ଦୁନିଆ ।

ଦିନ ରେ ପୁଣି ସେ ଦେଖେଇ ଦିଅ

କେତେ ଜହ୍ନ ତାରା ମାନିଆ 

ଠିକଣା ଟା ତାର ନିର୍ଦ୍ଧିଷ୍ଠ ନୁହଇ ।

କେତେବେଳେ ନର୍ଦ୍ଦମା ରେ ।

କେତେବେଳେ ପୁଣି କୁକୁର ସାଥିରେ  

ପଡିଥାଏ ମଝି ରାସ୍ତା ରେ 

ଭାବୁଥାଏ ମୁହି ରଜା ଏ ଦେଶର  

ସଭିଏଁ ମୋହର ପ୍ରଜା  ।

ମୋ କଥା ଟିକିଏ ନ ଶୁଣିଲେ କେହି

ବଜେଇ ଦେବି ମୁଁ ବାଜା   

ଫୁଟାଣି କଥା କୁ ଗପ ମାରୁଥାଏ  

ମୁଣ୍ଡରେ ମାରିକି ପାନିଆ  ।

ଗୋଡ ପଡୁ ଥାଏ ଏପଟ ସେପଟ 

 ପାରୁନାହିଁ ହୋଇ ସେ ଠିଆ                                                             


Rate this content
Log in

Similar oriya poem from Comedy