ମଧୁର ଧକ଼କା
ମଧୁର ଧକ଼କା
ମୁଁ ଯେଉଁଠି ପହଞ୍ଚିଲି
ସେ ଜାଗା ଅଗନା ଅଗନି ବନସ୍ତ
ନୁହେଁ କି
ଧୂସର ମରୁଭୂମି ।
ମୁଁ କାନ୍ଦିଲିନି କି ହସିଲିନି କି
ଗଂଭୀର ରହିଲିନି
ତା'ପରେ, ମୋ ହାତରେ ଖଣ୍ତେ ମେଘ ।
ମେଘକୁ ଭରତି କଲି ପକେଟ଼ରେ
ଖୋଜା ନା' ଅଖୋଜା ଜାଗାକୁ ଯିବି ବୋଲି
ଶେଷ ସିଟ଼ର ଆଗ ସିଟ଼କୁ
ଚାହିଁ ଦେବା ମାତ୍ରେ
ମୋ ପକେଟ଼ରୁ
ମେଘ ଖଣ୍ତ ଉଡ଼ି ଯାଇଚି ତ ' ।
