ମଧୁର ବିଭେଦ
ମଧୁର ବିଭେଦ
ମୋ କାବ୍ୟ ଜୀବନ ର
ଆରମ୍ଭ କାଳରେ _
ଯେତେ ବେଳେ ଦେଖିଲି
ପତ୍ର,ପତ୍ରିକା ରେ
ଅନ୍ୟଂକ ଲେଖା
ଈର଼ଷା କଲି ॥
ଅସୂୟା ନୁ଼ହେଁ ॥
ସେ ଈର଼ଷା ବିଭେଦତାର
ନୁହେଁ __
ମୁଁ କାତର ହେଇ ଥିଲି
ମୋ ଲେଖା ପାଇଁ
କେବଳ ॥
ମୋ କାବ୍ୟ ଜୀବନ ର
ଆରମ୍ଭ କାଳରେ _
ଯେତେ ବେଳେ ଦେଖିଲି
ପତ୍ର,ପତ୍ରିକା ରେ
ଅନ୍ୟଂକ ଲେଖା
ଈର଼ଷା କଲି ॥
ଅସୂୟା ନୁ଼ହେଁ ॥
ସେ ଈର଼ଷା ବିଭେଦତାର
ନୁହେଁ __
ମୁଁ କାତର ହେଇ ଥିଲି
ମୋ ଲେଖା ପାଇଁ
କେବଳ ॥