STORYMIRROR

Sidharth Kar

Classics Others

2  

Sidharth Kar

Classics Others

ମାଆଙ୍କର ଆଗମନୀ

ମାଆଙ୍କର ଆଗମନୀ

1 min
138

ମାଆଙ୍କର ଆଗମନରେ ଧରା ଉଲ୍ଲେସିତ

କରୋନା ଭୟରେ ସାରା ଵିଶ୍ଵ ଆଛାଦିତ

ମାଆଙ୍କ ର କରୁଣା ରେ ରୋଗ ହେଉ ଦୂର

ସାତମାସ ହେଲା ମୃତ୍ୟୁ ର ବିଭୀଷିକା ସାରା

ମାଆଙ୍କ ର ଆଶୀର୍ବାଦରେ ଧରା ହେଉ ସରା

ହାତଯୋଡି ମାଆଙ୍କ ପାଖରେ ଗୁହାରୀ ମୋର

ଦୁଖଃ ବିପଦର ଦିନ ହେଉ ଦୂର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics