STORYMIRROR

Sidharth Kar

Inspirational Others

2  

Sidharth Kar

Inspirational Others

ଲକ୍ ଡାଉନ୍ -୧

ଲକ୍ ଡାଉନ୍ -୧

1 min
94

ମାର୍ଚ୍ଚ ରୁ ଲକ୍ ଡାଉନ୍ ହେଲା ସବୁ କିଛି ହେଲା ଠପ୍

ଜୀବନ ଟା ଯେମିତିକା ଧୀର ହୋଇଗଲା ସଵୁକିଛି ହେଲା ଷ୍ଟପ

କରୋନା ଭୂତାଣୁ କବଳିତ କଲା ସାରା ଵିଶ୍ଵ

ମଣିଷ ସମାଜ ର ହୋଇ ଯିବ ଯେପରି ସେଶ

ଶ୍ରମିକ ଵିଚରା ଫେରେ ନିଜ ରାଜ୍ୟକୁ ହୋଇ ହତାଶା

ନାହିଁ ଯେପରି ଵଞିବାର ଆଉ କୈଣସି ରାସ୍ତା

ଵଞିବା ମରିବା ଏଠି ନିୟତି ହାତରେ ମଣିଷ ଏଠି କଣ୍ଢେଇ

ଆଉ ଏଠି ରହି ହଵନାହିଁ କାହାକୁ ମିଛ ଭଣ୍ଡେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational