STORYMIRROR

Sidharth Kar

Inspirational

3  

Sidharth Kar

Inspirational

ମାତାଙ୍କର ଆଗମନୀ

ମାତାଙ୍କର ଆଗମନୀ

1 min
193

ମା ତୁହି ଅଟୁ ବିପଦ ମୋଚିନୀ

ଧରାପୃଷ୍ଠେ ହେଲା ତୋର ଆଗମନୀ

ମା ଲୋ ତୁହି ଏକା ସାହାଭରସା

ଲୋକଙ୍କର ଦୂର ହେଉ ଦୁଃଖ ଦରିଦ୍ରତା

ମାଆଙ୍କର ଦୟାଦୃଷ୍ଟି ହେଉ ନିକ୍ଷେପିତ

ଲୋକମାନେ କରୋନା ରୋଗରୁ ହୁଅନ୍ତୁ ମୁକ୍ତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational