STORYMIRROR

Sidharth Kar

Others

3  

Sidharth Kar

Others

ଲକ୍ ଡାଉନ କଵିତା

ଲକ୍ ଡାଉନ କଵିତା

1 min
268

ଲକ୍ ଡାଉନ୍ ର ଜୀବନଟା ବଡ଼ ବିପନ୍ନ ଓ ଭୟଭି

ତଥାପି ବଞ୍ଚିବାକ ପଡ଼ିବ

ସବୁ ଆଡ଼େ ଖାଲି ମାସ୍କ୍ ପିନ୍ଧି ବାର ଦୃଶ୍ୟ

ତଥାପି ବଞ୍ଚିବାକୁ ପଡ଼ିବ

ନାହିଁ ଆଉ ସେ ଆଗର କୋଳାକୋଳି ଓ ଆଦର ଭାଵ

ତଥାପି ବଞ୍ଚିବାକୁ ହେବ

ମରଣ ଏଠି ଶସ୍ତା ଜୀବନ ମୂଲ୍ୟବାନ

ତଥାପି ବଞ୍ଚିବାକୁ ହେବ ।



Rate this content
Log in