ମା
ମା
ମା ଶବ୍ଦ ର ନାହିଁ କଳନା
ତା କୋଳ ର ଉଷ୍ମତା
ତା ପଣତକାନି ମୋ ପ୍ରହରୀ ଜନ୍ମ ର
ଅମୃତ ବୋଳା କେଇପଦ କଥା ମୋ ଶକ୍ତି
କେତେ ଜନ୍ମର ବନ୍ଧନ ରେ ମୁହିଁ ଋଣୀ
ତୁ ମା ନାହିଁ ତୁଳନା ତୋର ।
ତୋ ପ୍ରେମମନ୍ତ୍ର ରେ ବାନ୍ଧିଛୁ ଜଗତ
ତୁ ହିିଁ ସାହା ଭରସା
ପ୍ରେମମୟୀ ସ୍ନେହମୟୀ ମା ତୋ ପରିି କେ
ଅଛି ଏଇ ଦୁନିଆ ରେ
ମା ସେ, ମାଟି ରେ
ମିଶିିିବା ଯାଏଁ ମମତା
ସେ ଅମୃତ ର ମୋହ ।
