STORYMIRROR

anita dash

Inspirational

2  

anita dash

Inspirational

ଗୁରୁ ମହାନ ଶବ୍ଦ ଟିଏ

ଗୁରୁ ମହାନ ଶବ୍ଦ ଟିଏ

1 min
105

ତୁମେ ବ୍ୟାପକ ଶବ୍ଦଟିଏ 

ଅନନ୍ତ ପରିକଳ୍ପନାର

ଚିର ମଧୁରିତ ଗୁଂଜିତ ମନ୍ତ୍ର ଟିଏ

ଉଚ୍ଚାରିତ ମୋ କର୍ଣ୍ଣ ପଟଳେ

ଅନୁୁସରଣ କରି ଚାଲେ ପଦରଜ ସୁଗନ୍ଧରେ

ତୁମେ ଗୁରୁ ମୋ ଆଦି ଓ ଅନ୍ତ

ତୁମ ବିିିନା ଶବ୍ଦର 

ମାନେ କିଛି ହୁଏନା

ଗୁରୁ ବନ୍ଦନୀୟ 

ଗୁରୁ ଶବ୍ଦ ଦୁଇଟି ପବିତ୍ରତାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational