STORYMIRROR

anita dash

Romance

3  

anita dash

Romance

ବିଶ୍ୱାସ ଖିଅ

ବିଶ୍ୱାସ ଖିଅ

1 min
161

ଜୀବନ କୁ ଖୋଜୁ ଖୋଜୁ

ସେଇ ରାସ୍ତା ର ଦୋଛକି ରେ

ତୁମେ ଫେରିିିବ କି ନା ଜାଣେନା

ଅହେତୁକ ଭୟ ବିଷାଦ

ବୁୁଢୀଆଣି ଜାଲ ର ମାୟା ।


 ତଥାପି ମନ ମୋ କହୁଛିଋତୁ ବଦଳିିିଛି

ବଦଳିିିଛି ଆମ ପ୍ରେମ ର ସଜ୍ଞା

ଅପେକ୍ଷା ଆଉ ଟିକେ 

ଦୂରତ୍ୱ ବଢିଛି ଭାବନା ରେ ଆମ

ସଜାଡ଼ିବାକୁ ଆମ ସଂପର୍କ ଖିଅ କୁ

ବିଶ୍ୱାସ ସୂତ୍ର ଛିଡିଛି ।


Rate this content
Log in

Similar oriya poem from Romance