Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Classics Others

3  

Suresh chandra Padhy

Classics Others

ମା ଚନ୍ଦ୍ର ଘଣ୍ଟା ମୋର

ମା ଚନ୍ଦ୍ର ଘଣ୍ଟା ମୋର

1 min
141



ତୁମେ ଚନ୍ଦ୍ର ମୁଖି ତୁମରି ଶୀତଳତା କୁ ଢାଳି ଦିଅ

ତୁମ ଆଗମନେ ଚାଲି ଯାଉ ଅନ୍ଧକାର ଆଲୋକ ଭରି ଦିଅ

ନ ରହୁ କାହା ମନେ ବିଷାଦ ର ଛାୟା

ଅମୃତ ର ବିନ୍ଦୁ ହୋଇ ଆସ ଯୋଗ ମାୟା

ସିଂହ ବାହନେ ତୁମେ ବସି ଆସି ଅଛ ବୁଝି ବାକୁ ଭକ୍ତ ବେଦନା

କିଏ କାନ୍ଦେ କାହାକୁ ହରାଇ ଅବୁଝା ମନ କେବେ ବୁଝେନା

ତୁମେ ଚନ୍ଦ୍ର ଘଣ୍ଟା ଜଗତ ଜନନୀ ତୁମ କୃପା ନେତ୍ରେ ଚାହଁି ଦିଅ

ତୁମରି ଦରସନେ ଭକ୍ତ ପାଉ ଶକ୍ତି ଅଭୟ ବର ତୁମେ ଦିଅ।


Rate this content
Log in

Similar oriya poem from Classics