Saroj Kumar Jena
Inspirational
ପଚ୍ଛଦ ପଟର ଅଟୁ କଳାକାର
ସମସ୍ତ ଲେଖକ ଜାତି ,
ଅଟୁ ସୃଷ୍ଟି କର୍ତ୍ତା ନାହିଁ ଆମ ସତ୍ତା
କେହିଯେ ଚିହ୍ନୁ ନାହାନ୍ତି ।
ନା ମିଳେ ଭତ୍ତା ନା ମିଳେ ସହାୟତା
ତଥାପି ଉତ୍ସର୍ଗୀକୃତ ,
କରୁଛୁ ସାଧନା ନିତି ଏଠି ସିନା
ମିଳୁନି ମାନ ମହତ ।
ଶୀତଳ ଷଷ୍ଠୀ
ନବ ବର୍ଷ
ସବୁଥିରେ ଗଲି ହ...
କାହାକୁ ନାହିଁ ...
ସାଜିଲି କୁଳ ଦୁ...
ଦର୍ପଣ
ଅନ୍ୟାୟ ଧନ
ଅସତ୍ୟ ପ୍ରେମ
କଳା
ଦେଓଝର
ମୋହ ମୋହ
ଆସୁଛନ୍ତି ମହାକାଳି ଆସୁଛନ୍ତି ମହାକାଳି
ପାର୍ବଣେ ଦେବୀତ୍ୱର ମହ ମହ ଚୁଆ ଚନ୍ଦନ ବାସ୍ନା ମା'ର ମୃଣ୍ମୟୀ ତଳେ ପ୍ରସମିତ ତା' ପଶୁତ୍ୱର ତୃଷ୍ଣା ପାର୍ବଣେ ଦେବୀତ୍ୱର ମହ ମହ ଚୁଆ ଚନ୍ଦନ ବାସ୍ନା ମା'ର ମୃଣ୍ମୟୀ ତଳେ ପ୍ରସମିତ ତା' ପଶୁତ୍ୱର ...
ରକତ ଟଳ ମଳକୁ ଖଇର ପାଞ୍ଚ ପଳ l ସାଧବ ଆଣିଛି କେଉଁ ଦେଶରୁ ଏ ଫଳ ll ରକତ ଟଳ ମଳକୁ ଖଇର ପାଞ୍ଚ ପଳ l ସାଧବ ଆଣିଛି କେଉଁ ଦେଶରୁ ଏ ଫଳ ll
ଫିରୀଙ୍ଗୀ ଫଉଜ ଗରଜି ଉଠିଲା ପାରିକର ନଦୀ ଆରେ ତୁରନ୍ତ l ସେ କି ଜାଣିଥିଲା ତୁଠରେ ପ୍ରହରୀ କଳିଙ୍ଗ ବୀର ସେ... ଫିରୀଙ୍ଗୀ ଫଉଜ ଗରଜି ଉଠିଲା ପାରିକର ନଦୀ ଆରେ ତୁରନ୍ତ l ସେ କି ଜାଣିଥିଲା ତୁଠରେ ପ୍ରହ...
ଏ ମାସେ ଭଞ୍ଜନ ହେଲା ଯାମଳ ଅର୍ଜୁନ l କୁବେର ପୁତ୍ରେ ତାରିଲେ ପତିତପାବନ ll ଏ ମାସେ ଭଞ୍ଜନ ହେଲା ଯାମଳ ଅର୍ଜୁନ l କୁବେର ପୁତ୍ରେ ତାରିଲେ ପତିତପାବନ ll
ମୋର ଠାରୁ ସାନ ଦୁଇ ପିଲା ଯାକ ଉଠେଇ ଦେଲେ ମୋତେ ଭାଲୁ ଚାଲିଗଲା ବାଟରେ ଭାଇହେ ମୋର ଠାରୁ ସାନ ଦୁଇ ପିଲା ଯାକ ଉଠେଇ ଦେଲେ ମୋତେ ଭାଲୁ ଚାଲିଗଲା ବ...
ଜାଗିଉଠ କବି ଜାଗିଉଠ କବି
ସମର୍ପିତା ସୌଭାଗିନି ସମର୍ପିତା ସୌଭାଗିନି
ଆମ ଗାଁ ଟୋକା ରତନା ଲାଞ୍ଚ ଦେଇ ମାଷ୍ଟର ଚାକେରୀ କରିଛି ଗାଁରେ ତା'ଭାଉ ବଢ଼ିଛି ଆମ ଗାଁ ଟୋକା ରତନା ଲାଞ୍ଚ ଦେଇ ମାଷ୍ଟର ଚାକେରୀ କରିଛି ଗାଁରେ ତା'ଭାଉ ବଢ଼ିଛି
କବିତା ଅମୃତ ବର୍ଷଣ କରିଣ ଢାଳିଦେଲ ଦେଶପ୍ରେମ । ପ୍ରକୃତି ମାତାର ଯୋଗ୍ୟତମ ସୁତ କବିତା ଅମୃତ ବର୍ଷଣ କରିଣ ଢାଳିଦେଲ ଦେଶପ୍ରେମ । ପ୍ରକୃତି ମାତାର ଯୋଗ୍ୟତମ ସୁତ
ମାଲୋ ତୁହି ମୁକ୍ତି ଦାୟୀ ଦୁର୍ଗା ନାମ ଧ୍ୟାୟି ମୁଁ ଜପ କରଇ ପୁଣି..... ମାଲୋ ତୁହି ମୁକ୍ତି ଦାୟୀ ଦୁର୍ଗା ନାମ ଧ୍ୟାୟି ମୁଁ ଜପ କରଇ ପୁଣି.....
ଏତିକି ପ୍ରାର୍ଥନା ମୋହର ଦିଅ ତୁ ଆଶିଷ ପୟରେ ପ୍ରଣତି ତୋହର ଏତିକି ପ୍ରାର୍ଥନା ମୋହର ଦିଅ ତୁ ଆଶିଷ ପୟରେ ପ୍ରଣତି ତୋହର
ବୃଷଭ ବାହନ ଅବା ଗଜାନନ ପୃଷ୍ଠେ ମାତା ଅବତରି ଶୋହେ ତବ କର ଡମ୍ବରୁ ତ୍ରିଶୂଳ ବୃଷଭ ବାହନ ଅବା ଗଜାନନ ପୃଷ୍ଠେ ମାତା ଅବତରି ଶୋହେ ତବ କର ଡମ୍ବରୁ ତ୍ରିଶ...
ମଣିବୁ ଆଜିଠୁ ଶ୍ୱଶୁରଙ୍କୁ ପିତା ଶାଶୁଙ୍କୁ ନିଜର ମାତା କଲେ ସୁକର୍ତ୍ତବ୍ୟ ଦୁହିତା ହୁଅଇ ଦୁଇ କୁଳ ପ ମଣିବୁ ଆଜିଠୁ ଶ୍ୱଶୁରଙ୍କୁ ପିତା ଶାଶୁଙ୍କୁ ନିଜର ମାତା କଲେ ସୁକର୍ତ୍ତବ୍ୟ ଦୁହିତା ହୁଅଇ...
ଯୁଗେ ଯୁଗେ ଦ୍ରୌପଦୀ ଯୁଗେ ଯୁଗେ ଦ୍ରୌପଦୀ
ଆକାଶ ଦର୍ପଣର ଜହ୍ନ ତାରା ଗହଳେ ରହିବାକୁ ଇଛା ତୁମର ବଳେ । ଆକାଶ ଦର୍ପଣର ଜହ୍ନ ତାରା ଗହଳେ ରହିବାକୁ ଇଛା ତୁମର ବଳେ ।
ମାନବିକତା ମାନବିକତା
ନାରୀ ତୁମେ ନାରାୟଣୀ ନାରୀ ତୁମେ ନାରାୟଣୀ
ପରମେଶ୍ବରଙ୍କ ପାଦେ ପରମେଶ୍ବରଙ୍କ ପାଦେ