Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଲାଲ ବାହାଦୁର ଜୟ

ଲାଲ ବାହାଦୁର ଜୟ

1 min
446


 ଜୟ ଜବାନ, ଜୟ କିଷାନ, ନବ ଭାରତର ଜୟ

 ଭାରତ ମାଟିର ମହା ନାୟକ ଜୟ ହେ ଶାସ୍ତ୍ରୀ ଜି ଜୟ

 ମାଟି ମାଆ କୋଳ ମଣ୍ଡନ ବନ୍ଦନ ୟେ ମହା ନାୟକ ର ଜୟ

 ଜୟ ଜବାନ, ଜୟ କିଷାନ, ନବ ଭାରତ ର ଜୟ ।।

 

 ସଂଗ୍ରାମ ଯାର ଚିର ସହଚର ମୃତ୍ୟୁକୁ ନଥିଲା ଭୟ

 ଦୁର୍ଗମ ପଥର ଅତିକ୍ରମେ ଯିଏ ରଖିଥିଲା ତାର ଲୟ

 ଦେଶ ସ୍ଵର୍ଥ ବିନା ଅନ୍ୟଥା ସମୟ ଯେ କରିନାହିଁ ଅପଚୟ

 ସେ ଭାରତ ମାଟିର ମହାନାୟକ ଲାଲ ବାହାଦୁର ଜୟ ।।

 

 ଏ ଦେଶ ମାଟିର ଜାଗ୍ରତ ପ୍ରହରୀ ସମୟ କି ଅସମୟ

 ନଥିଲା ତ ତିଳେ ଭାବନା ଶୋଚନା ତୁମେ ତୁମ ଅଭିନୟ

 ସଫଳ ନାୟକ ଭାରତ ବର୍ଷ କୁ (ତୁମେ) କରିଅଛ ମଧୂମୟ

 ଏ ଭାରତ ମାଟିର ମହାନାୟକ ଲାଲ ବାହାଦୁର ଜୟ ।।

 

 ତୁମ ନାମେ ଅଛି କିମ୍ବଦନ୍ତୀ ଯେତେ ଅଭୁଲା କାହାଣୀ ଚୟ

 ବଖାଣି କହିଲେ ସରିବନି ତାହା ତୁମେ ଏ ଜାତି ଐତିହ

 ଦେଶ ମାତୃକାର ସୁଯୋଗ୍ୟ ସନ୍ତାନ ତୁମେ ଚିର ବନ୍ଦନୀୟ

 ଏ ଭାରତ ମାଟିର ମହା ନାୟକ ଲାଲ ବାହାଦୁର ଜୟ ।।



Rate this content
Log in

Similar oriya poem from Inspirational