Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

କରୋନା ;- କିଛି ଅକୁହା କଥା

କରୋନା ;- କିଛି ଅକୁହା କଥା

1 min
130



ଏବେ ସ୍ୱାମୀକୁ ମୁଖାଗ୍ନି ଦେଉଛି ସ୍ତ୍ରୀ

ଓ ପିତାକୁ ଝିଅ

ଅନ୍ୟମାନେ ମୂକ ଦର୍ଶକ

ଅଂତରଂଗ ଅସହାୟତାର ପ୍ରତିମୂର୍ତି

ଭାଇ ଦେଉନି ଭାଇକୁ କାଂଧ

ପୁତ୍ର ପିତାକୁ

ଆଉ ଜଳେ- କରୋନା ହେବେ ବି

ସୁଂଦରୀ ସ୍ତ୍ରୀ ର ଶବ ସହ କରିବେ ସହବାସ

ଜୀବିତା ବସ୍ତୁର ଅବଦମିତ ଇଚ୍ଛା

ପୂରଣ କରିବେ ମୃତ୍ୟୁ ପରେ

ମୃତ୍ୟୁ ମୋହିନୀ ସହ ରମଣ

କ’ଣ କମ୍ କଥା ?

ହେ ଉଦ୍ଧରେତା ଯୋଗୀ

ବଂଦ କର ତୁମର ଇଂଡାମି

ଆସ ମିଶିଯାଅ ଏ ଗୋଷ୍ଠୀ ସହ

କରିବାକୁ ମୃତା ସହ ଉର୍ଦ୍ଧ୍ବରମଣ ।

ଭୟବୀତ ଇଂଡ ବାବାଜୀ ଗଣ

ତୁମ କୋଠରୀ ଭିତରେ- ଏକାଂତରେ

ସ୍ବପ୍ନ ସୁଂଦରୀ ସହ କର ଶୂନ୍ୟରମଣ ।।


Rate this content
Log in

Similar oriya poem from Classics