STORYMIRROR

Titi Sarangi

Inspirational

2  

Titi Sarangi

Inspirational

କର୍ମ କୃଷ୍ଣ

କର୍ମ କୃଷ୍ଣ

1 min
13.6K


ନାହିଁ ଅଧିକାର ମୋର

ଜନ୍ମ ଅବା ଧର୍ମରେ,

ଅଧିକାର ଏକା ମୋର

ଅଛି ଖାଲି କର୍ମରେ।

ହେ କୃଷ୍ଣ ସେଇ କର୍ମ ରୂପେ

ବିରାଜ ମୋ ହୃଦୟେ,

ଶୁଣୁଥିବି ବଂଶୀ ସ୍ବନ

'ମୁଁ'କାରର ବିଲୟେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational