STORYMIRROR

Satyaprakash Sethy, M. A(UGC NET)

Inspirational

3  

Satyaprakash Sethy, M. A(UGC NET)

Inspirational

କ୍ରିକେଟ ନିଶା

କ୍ରିକେଟ ନିଶା

1 min
167


କ୍ରିକେଟ ପ୍ରେମୀଙ୍କ ଉତ୍ସାହ ଦେଖିଣ

ମନେ ଉପୁଜଇ ଶଙ୍କା

ଭାରତର ଦେଖି ବିଜୟର ଯାତ୍ରା

ବିରୋଧୀଙ୍କ ମୁହଁ ବଙ୍କା।। o

ଦଶଟି ଦଳ ତ ଭାଗ ନେଉ ଅଛି

ହୋଇବ ବଢିଆ ମେଳ

ଦର୍ଶକ ସମଜେ ଆଗ୍ରହ ବଢୁଛି

ଦେଖିବେ ବାଗରେ ଖେଳ।।1

କୋହଲିଙ୍କ ଦଳ ଜିତିବରେ ନିଶ୍ଚେ

ଏଥରର କପ୍ ଜାଣ

ଧୋନୀ ବୁଦ୍ଧିଦାତା ପାଖରେ ଅଛନ୍ତି

ଧନୁରେ ଦେବେ ସେ ଗୁଣ।। 2


Rate this content
Log in

Similar oriya poem from Inspirational