STORYMIRROR

Saroj Kumar Jena

Abstract

2  

Saroj Kumar Jena

Abstract

କୋହଲା ପାଗ

କୋହଲା ପାଗ

1 min
366

  କୋହଲା ସମୀର ବର୍ଷା ବାରି ଧାର 

      ତନୁକୁ କରେ କମ୍ପନ

  ଖଗ ପକ୍ଷୀ ଗଣ ନୀଡ଼ ଛାଡ଼ି ଜାଣ 

    କରୁ ନାହାନ୍ତି ଗମନ

ବାହୁ ସର୍ବେ ଜାବି ଚାହିଁଅଛୁ ରବି 

   କେବେ ଦେବେ ଦୃଶ୍ୟମାନ

ଶୀତୁଆ ପାଗରେ କେବେ ଯିବ ଦୂରେ 

   ବର୍ଷା ହେବ ଏଠି ଲୀନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract