STORYMIRROR

ଵଳରାମ ତରାଈ

Inspirational

3  

ଵଳରାମ ତରାଈ

Inspirational

କଳା

କଳା

1 min
1.2K




କଳ ବୋଲି ମୋତେ ଘୁଣା କରନ୍ତି

କଳା ବୋଲି କହି ପାଖରେ ବସାନୃ ନାହିଁ

କଳା ବୋଲି କେହିଜଣେ ମୋ ସହ କଥା ହୁଅନ୍ତି ନାହିଁ

କଳା ରଙ୍ଗ ବୋଲି ଭଲ ପାଆନ୍ତି ନାହିଁ

କଳା ବୋଲି ମୋ ସାଥିରେ କେହି ବୁଲିବେ ନାହିଁ

ଜ୍ୟୋତିଷ ବି ଦେଖନ୍ତି କହିଛନ୍ତି ହାତ ମୋର ଦେଖି ମୁଁ କୁଆଡେ ଲକି

ମୋ ଇଛା ସବୁକୁ କୁଆଡେ ପାଣିରେ ପକେଇଦେଇଛି

ମୋ ନିଜକୁ ନିଜେ ଘୁଣା କରୁଛି

ଶନି ରାହୁ କେତୁ ପରି କେତେକ ବିପଦ ସଙ୍କେତ ଅତିକ୍ରମ କରିଛି ଦସା

ମହାଦଶା ଆଉ ଅନ୍ତଃଦଶା କୁ ନେଇ

ଏଯାଏଁ ଆସିଲିଣି ସଂକଳ୍ପର ପାହାଚ ଡେଇଁ ଡେଇଁ

ଆଉ କେତେ ବାଟ ଯେ ପ୍ରତିଶ୍ରୁତି'ର ତାରାଟେ ତୋଳିବା ପାଇଁ

ମୋ ଲମ୍ବା ଵାଟରେ ମରିଚିକା ପରି

ଦୃଷ୍ଟିରେ ରଖି ମୁଁ ବାଟ ଚାଲିଛି

ଏ ଅବରୋଧର ସୀମାକୁ ଜନ୍ମାନ୍ତର ଜନ୍ମାନ୍ତର ଚାଲିବାକୁ ହେବ ମୋତେ

କଳା ବୋଲି କଣ ମୋର ମନ,ସୁନ୍ଦର, ଭାବ,ହସ,ଖୁସି ,କିଛି ନାହିଁ?


କଳା ରେ କଳକାର ହୁଅନ୍ତି

କଳ ହୋଉଛି ଆମ ଉଡ଼ିଆ ର ଲୟଣ

କଳା ହେଉଛନ୍ତି ଜଗନ୍ନାଥ ସବୁ କଳା ତାଙ୍କ ପାଖରେ

କଳା ଶନି ଠାକୁର

କଳା କାଳି ଦେବୀ

କଳା ଧଳା କଛି ନାହିଁ ଗୁଣ ଚରିତ୍ର ଠିକ ଥିଲେ ସବୁ ସମାନ

ବଳରାମ ତରାଇ

୯୯୩୭୦୧୪୬୪୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational