STORYMIRROR

Akshayakumar Dash

Fantasy

3  

Akshayakumar Dash

Fantasy

କେମିତି କହିବି

କେମିତି କହିବି

1 min
279

ଦୁଃଖ ସୁଖ ଦୁଇ କୂଳ ଦେଇ

ଗତିକରେ ସମୟର ଶ୍ରୋତ

ସୁଖ ସବୁରି ଜୀବନ ପାଇଁ

ଆଣିଦିଏ ଅପୂର୍ବଆନନ୍ଦ

ଦୁଃଖ ଆସେ ପରୀକ୍ଷାରେ ବସି 

ଅକୃତ କାର୍ଯ୍ୟର ଭୟରେ

କିମ୍ବା ଅଜ୍ଞାନତା ରହିଲେ ଭିତରେ

ଦୁଃଖ ପୁଣି ବିଧିର ବିଧାନ

ଜନ୍ମ ଜୟ ହେଲେ ମୃତୁ ପରାଜୟ

କେତେ ଥର ବିଜୟତ

ଥରେ ଆସେ ଶେଷ

ଜୟ କି ବିଜୟ

ସବୁ ଢେଉ ଭାଙ୍ଗିବା ସଂକେତ

କୂଳ ଅନୁକୂଳ ର ନିକଟ 

ପରିବର୍ତନ ଜୀବନ

ଶିଶୁ ରୁ ଯୁବକ ବୃଦ୍ଧ

ବଦଳାଇ ରୂପ

ନାଟକର ଅଭିନୟ ପରେ

ଆମେ ସବୁ ଯେତେକ 

ମାଟି ର ମଣିଷ!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Fantasy