Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anuja Behera

Abstract Inspirational Others

3  

Anuja Behera

Abstract Inspirational Others

ଜୟ ଜଗନ୍ନାଥ ଭାଗ -- ୧୦

ଜୟ ଜଗନ୍ନାଥ ଭାଗ -- ୧୦

1 min
130



ଯୁଗଜନ୍ମା ହେ ଶ୍ରୀବତ୍ସ ଶ୍ରୀପୁରୁଷୋତ୍ତମ

ତବ ଠାରୁ ଏ ସଂସାରେ ନାହିଁ କେ ଉତ୍ତମ।


ପରଂବ୍ରହ୍ମ ତୁମେ ପୁଣି ତୁମେ ହିଁ ବୈଭବ 

ତବ କୃପା ଦୟା ହେଲେ ସବୁ ଯେ ସମ୍ଭବ ।


ନିରାକାର ନିରଞ୍ଜନ ହେ ନିର୍ଗୁଣ ନାଥ

ଜଗତ ପାଳୁଛ ନାମ ବହି ଜଗନ୍ନାଥ ।


ଅରୂପରେ ରୂପମୟ ତୁମେ ବିଶ୍ଵରୂପ

ସେ ରୂପକୁ ଜପୁଥିଲେ କ୍ଷୟ ଯାଏ ପାପ ।


ଆଦି ଅନ୍ତ ତୁମେ ପୁଣି ତୁମେ ସର୍ବମୂଳ

ଭକତର ପ୍ରିୟ ତୁମେ ଭକତ ବତ୍ସଳ ।




Rate this content
Log in

Similar oriya poem from Abstract