STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Tragedy

2  

ଓଡ଼ିଆ ଗଳ୍ପ ଓ କବିତା - ୩

Tragedy

ଜଳି ସାରିଥିବା ଦୀପର ସଳିତା

ଜଳି ସାରିଥିବା ଦୀପର ସଳିତା

1 min
13.6K


ମ‌ହାସ୍ମୀତା


ଜଳି ସାରିଥିବା ଦୀପର ସଳିତା

ଉଁଆସୀ ମୁଁ ରାତିଟିଏ

ଜଳିବାକୁ ପୁଣି ଜାଗେ ମନ କିଆଁ

ପ୍ରୀତି ମୁଁ ଆବେଗ ଟିଏ

ଅନ୍ଧାର ଯେତେ ଗାଢ଼ ହୁଏ ମୋର

କୁନ୍ତଳେ କାନ୍ତି ଝରେ

ଲିଭିଗଲେ ଜହ୍ନ ଆକାଶ ଦେହରେ

ଆଖିରେ କଜଳ ଭରେ

ଚପଳାର ଛିଟା ରକ୍ତ ଜବାରେ

ଚଞ୍ଚଳେ ଓଠ ମୋର

ଖୋଜେ ମନ ମୋର ନଈର ବୁକୁରେ

ଛାପ ଟିକେ ଆଙ୍କିବାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy