Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ଜଳ ହିଁ ଜୀବନ

ଜଳ ହିଁ ଜୀବନ

1 min
4


        

ଜଳ,ପୟୋ,ପାଣି,ନୀର

ସବୁଠାରେ ଆଜି ଗୋଟିଏ ଚିନ୍ତା

ଜଳ ପାଇଁ ହା ହା କାର; ଜଳ,ପୟୋ,ପାଣି...।।


ମାଟି ତଳ ଜଳ ଉତ୍ସ

ଧୀରେ ଧୀରେ ହୋଇଯାଏ ସୁସ୍କ

ପାଣି ବିନା ଦିଶେ ଟାଙ୍ଗର ଭୂଧର

ସୁଖା ପଡିଛି ନଦୀର ଧାର; ଜଳ,ପୟୋ,ପାଣି...।।


କୂଅ,ଝରଣା, ପୋଖରୀ

ସବୁ’ ଜଳ ବିନା ହତଶୀରି

କେମିତି ବଞ୍ଚିବ ଏ ଜୀବ ଜଗତ

ଦିସୁ ନାହିଁ ଉପାୟ ତାହାର; ଜଳ,ପୟୋ, ପାଣି...।।


ବଣ, ଜଙ୍ଗଲ,ଡଙ୍ଗର

ଭାଙ୍ଗି ଦେଇଅଛି ଅଧମ ନର

ଯାହାର ପ୍ରଭାବେ ବର୍ଷା ହୁଏନାହିଁ

ପ୍ରାଣ ହେଉଅଛି ନାରଖାର; ଜଳ,ପୟୋ,ପାଣି...।।


ଆଗକୁ ବଡ ବିପତ୍ତି

ମାଡି ଆସଇ ମହା ଦୁର୍ଗତି

ପ୍ରକୃତି ଅଧୀର ଧରା ଅସୁନ୍ଦର

(ନର) ନିଜେ ମରଣ ଯନ୍ତା ନିଜର; ଜଳ,ପୟୋ,ପାଣି...।।



Rate this content
Log in

Similar oriya poem from Inspirational