Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Purnimarani Sahoo

Tragedy

3  

Purnimarani Sahoo

Tragedy

ଜୀବନ

ଜୀବନ

1 min
184


ମିଳି ନଥିଲା ପ୍ରେମ, ମିଳିଲାନି ପ୍ରତାରଣା

ନା ମୁଁ ପାଇଲି ସଫଳତା ନା ବିଫଳତା

ଭୟରେ ହେଲି ମୁଁ ବାଟବଣା ।

ନା ଅଛି ଅଭିଜ୍ଞତା, ନା ଅଭିଳାଷା

ସ୍ୱପ୍ନରେ ବି ଦିଶୁଛି ନିରୋଳା ବାସ୍ତବତା

ନା ଆଗକୁ ବଢି ପାରୁଛି ନା ପଛକୁ

ନା ଅତୀତରେ ପୂର୍ଣ୍ଣଛେଦ ଦେଇ ପାରୁଛି

ନା ବର୍ତ୍ତମାନରେ ବିରାମ ।

ସମୟର ଫାସରେ ଆଜି ମୁଁ ଅଟକି ଯାଇଛି

ଜୀବନର ଏ ଦୋଛକି ରାସ୍ତା ମତେ ଲକ୍ଷହୀନ କରି ଦେଇଛି ।


Rate this content
Log in

Similar oriya poem from Tragedy