Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Purnimarani Sahoo

Others

2  

Purnimarani Sahoo

Others

କ'ଣ ଇଏ ସ୍ୱାଧୀନତା

କ'ଣ ଇଏ ସ୍ୱାଧୀନତା

1 min
251


ଫୁଟିବା ଆଗରୁ କଳିକାଟେ ଆଜି ବୃନ୍ତକୁ କରୁଛି ପ୍ରଶ୍ନ

ରକ୍ଷକ ଯେବେ ଭକ୍ଷକ ସାଜୁଛି,

କୁହ, କାହା ଭରସାରେ ମୁଁ ନେବି ଜନ୍ମ ?

ଜନତାଙ୍କ ଜନାର୍ଦ୍ଦନ ସାଜି ଭକ୍ଷକ ଗଣ,

ପବିତ୍ର ତ୍ରିରଙ୍ଗା ଢାଙ୍କି ଦୁର୍ନୀତି ପଙ୍କରେ ଲୋଟୁଛି

ବ୍ୟର୍ଥ କି ଯାଉନି ସେ ମହାପୁରୁଷଙ୍କ ବଳିଦାନ ?

ଜାଣ ତୁମେ ! ଆଜି ବି ସିକ୍ତ ମୋ ମା'ର ଦୁଇ ନୟନ,

ତେବେ କାହିଁକି ଚାଲିଛି 

ଏ ପ୍ରହେଳିକାମୟ ବାର୍ଷିକ ଦୁଇ ପାଳନ ?


Rate this content
Log in