STORYMIRROR

Prafulla Chandra padhi

Inspirational Others

3  

Prafulla Chandra padhi

Inspirational Others

ଜୀବନ ପରି ଜୀବନ

ଜୀବନ ପରି ଜୀବନ

1 min
226

ନିଜକୁ ହଜେଇଲେ

ପରମାତ୍ମାଙ୍କ ପାଖେ

ଶାନ୍ତି ମିଳେ

ସୁଖ ମିଳେ ॥

କାର୍ତ୍ତିକର ପବିତ୍ର ବାର୍ତ୍ତାରେ

ମଜ୍ଜି ଗଲେ

ଜୀବନ ପରି

ଜୀବନ ମିଳେ ॥



Rate this content
Log in

Similar oriya poem from Inspirational