Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sri Akhand

Classics

3  

Sri Akhand

Classics

ଜୀବନ ଅମୃତ ତୁମେ

ଜୀବନ ଅମୃତ ତୁମେ

1 min
12K


ତ୍ରେତୟା ଶ୍ରୀରାମ ଦ୍ୱାପର ମୁରାରୀ

କଳିଯୁଗ ପ୍ରଭୁ ଜଗନ୍ନାଥ ହରି ।

ସର୍ବମାୟାମୟ ରୂପ ଜଗନ୍ନାଥ

ସର୍ବଗୁଣପୂର୍ଣ ସଂପୂର୍ଣ ଜଗତ । ୧

ଅଖିଳ ବ୍ରହ୍ମାଣ୍ଡ ନାଥ ଜଗନ୍ନାଥ

ସୁଖ ଦୁଃଖ ମୃତ୍ୟୁ ଇଶ୍ୱର ଆୟତ ।

ସର୍ବ ଆତ୍ମାରୂପ ପରମ ପୁରୁଷ

ଆଦି ସନାତନ ପ୍ରଭୁ ଶ୍ରୀ ନିବାସ । ୨

ଶ୍ରୀମନ୍ଦିର ଶୋଭା ପ୍ରଭୁ ଜଗନ୍ନାଥ

ଶ୍ରୀକ୍ଷେତ୍ର ଠାକୁର ଅଶେଷ ଅନନ୍ତ ।

ନାମ ଗୁଣ ଗୀତ ପାପ ନିବାରଣ

ପାଦ ପଦ୍ମ ପୂଜା ଭକ୍ତ ମନ ପ୍ରାଣ । ୩

ଭଜ ଜଗନ୍ନାଥ ଭଜ ଜଗନ୍ନାଥ

ଜୀବନ ଅମୃତ ଧାରା ଅବିରତ ।

ଜଗନ୍ନାଥ ନାମ ଚିଦାନନ୍ଦପ୍ରଦ

ଭକତ ଅଖଣ୍ଡ ଅନୁଭବ ସିଦ୍ଧ । ୪



Rate this content
Log in