STORYMIRROR

MADHABANANDA BHOI

Romance

2  

MADHABANANDA BHOI

Romance

ଜୀବନ ଅକୁହା ସ୍ମୃତି

ଜୀବନ ଅକୁହା ସ୍ମୃତି

1 min
14.2K


ମୁଁ ଯେବେ ମରିବି ତୁମ ବଗିଚାରେ,

ଫୁଟିବି ଗୋଲାପ ହୋଇ

ପହିଲି ସକାଳୁ ତୋଳିନେବ ମୋତେ,

ସାଇତି ରଖିବା ପାଇଁ

ଭଲପାଇବନି କେବେ ବି କାହାକୁ,

            ଅନ୍ତର ବେଦନା ଦେଇ,

ପ୍ରତିଦାନ ଖାଲି ଛଳନା ବ୍ୟତୀତ

ଆନ କିଛି ମିଳେ ନାହିଁ

ଜହ୍ନକୁ ମାଗିବ ଠିକଣା ମୋର

          ସାଥୀକୁ ମାଗିବ ପ୍ରୀତି,

ଜୁଇକୁ ମାଗିବ ଅଲୋଡା ଶରୀର,

   ଜୀବନ ଅକୁହା ସ୍ମୃତି ।


ସଂପାଦକ-କୁଶବନ

ସା-ଭୋଦଳ

ପୋ-ପାଟସୁନ୍ଦରପୁର

କଟକ-୦୧୮

ସଂପର୍କ-୯୨୩୮୫୮୯୧୦୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance