Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

MADHABANANDA BHOI

Inspirational

2.5  

MADHABANANDA BHOI

Inspirational

ତୁମେ

ତୁମେ

1 min
6.9K


ମାଧବାନନ୍ଦ ଭୋଇ

ସାରା ସଂସାରର ଯେତେ ଯାହା ଅଛି,

ତୁମେ ତ ସବୁ ଠୁ ସୁନ୍ଦର ,

ସାରା ଦୁନିଆଁରେ ଯେତେ ମିଠା ଅଛି,

ତୁମେ ତ ସବୁ ଠୁ ମଧୁର

ମୋ ପାଇଁ  ଯେତେ ପି୍ରୟ କିଛି ଅଛି,

ତୁମେ ମୋର ପି୍ରୟତମ,

ତୁମେ ସୁନ୍ଦର, ତୁମେ ମଧୁର;

ତୁମେ ସତ୍ୟ ଚିରନ୍ତନ,

 ଯାହା କିଛି ବୋଲି ସତ ଥାଏ ଆଜି,

    ତୁମେ ଯେତେ ସତ୍ୟ ସୁନ୍ଦର,

 ଯଦି କିଛି ଆଜି ଖାଲି ଖାଲି ଲାଗେ,

    ତୁମେ ପ୍ରଭୁ ନିରାକାର ।

ସାରା ଜଗତରେ ଯେତେ ଜ୍ୟୋତି ଅଛି,

     ତୁମେ ତ ସବୁ ଠୁ ଉଜ୍ଜ୍ୱଳ,

ତୁମକୁ ତ ଯିଏ ବୁଝି ତ ପାରେ ନା,

    ତାର ଜୀବନଟା ଅନ୍ଧାର,

ତୁମରି ପ୍ରେମ ଯିଏ ସେ ଚାଖିଛି,

    ସିଏ କେବେ ଭୁଲି ପାରେନା,

ତୁମକୁ ପ୍ରଭୁ ହେ, ଯିଏ ସେ ପାଇଛି,

    ବାଟ ବଣା କେବେ ହୁଏ ନା ।

ସା-ଭୋଦଳ,ପାଟସୁନ୍ଦରପୁର, କଟକ

ଯୋଗାଯୋଗ-୯୨୩୮୫୮୯୧୦୦


Rate this content
Log in