STORYMIRROR

Prafulla Chandra padhi

Romance

3  

Prafulla Chandra padhi

Romance

ଜହ୍ନରାତି

ଜହ୍ନରାତି

1 min
480

ମୋ ହୃଦୟ ର କାଗଜରେ

ତମ ସ୍ମୃତି ଝଲମଲ

ଜହ୍ନରାତି ପରି ॥

ତମେ: ପୁଲକର ଢେଉ

ତୃପ୍ତିର ଗୀତ

କେହି ନୁ଼ହଁ

ତମ ସରି ॥



Rate this content
Log in

Similar oriya poem from Romance