STORYMIRROR

Rekha Mohapatra

Tragedy

3  

Rekha Mohapatra

Tragedy

ଜହ୍ନ ଗୋ

ଜହ୍ନ ଗୋ

1 min
13.6K



ଜହ୍ନ ଗୋ ଆଉ ଲୁଚନା

ଝୁରେ କେତେ ତୁମ ଜୋଝନା

ଛୁପନା ଦେଇ ମୋତେ ଯାତନା

ଚାହିଁ ରହିଛି ନେଇ ଅନେକ ଉତ୍କଣ୍ଠା ।

ନୀରବରେ ରହି ଯେ ପାରେନା

କାନ୍ଦି କାନ୍ଦି ଭୁଲି ପାରେନା

ତୁମେ କି ଜାଣନା ମୋ ମନ କଥା।

ଆସବାରେ ଛେଦି ମେଘମାଳା

ଆବୋରିବାକୁ ଆସିଛି ଏକା।

ଆମ ଭିତରେ ଥିବା ବେଦନା

ଆଲୋଚନା କରି ଦୂର କରିବା ।

ଜାଣେ ତୁମ ହୃଦୟ ଚିରକାଳୁ

ଭାଙ୍ଗି ପାରେନା ମନର ମୋହକୁ

ଚାଲିଆସେ ଘଡିଏ ପ୍ରେମ କରିବାକୁ।

ଫେଡି ହୃଦୟରେ ଥିବା କୋହକୁ

ଫେରିଯାଏ ପୁଣି ପ୍ରତିଦିନ ନୀଡକୁ।


ଶ୍ରୀ ରେଖା ମହାପାତ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy