STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ହଳଦୀବସନ୍ତ

ହଳଦୀବସନ୍ତ

1 min
11.7K

ହଳଦୀ ବସନ୍ତ 

,,,,,,,,,,,,,,,,,,,,,,,,, 

ସଂକେତ ଭିତରେ 

ତୁ ହଳଦୀ ବସନ୍ତ 

ଜଗାନାରେ ଆଉ ରକ୍ତ 

କଣ ଆଉ କରିପାରିବି ତୋ ପାଇଁ 

ଶିଥିଳ ମୋ ହାତ 

ମନ ଅନାଶକ୍ତ 

ଚାରିଆଡେ ଖାଲି ପାଳଭୂତ 

ଡ଼ରିବୁନି ଧନ ମୋର 

ତୁ ତ ମୋ ମିତ ଏକାନ୍ତ 

ଚାବିଦିଆ କଣ୍ଢେଇ ଟେ ପରି 

କୁଟା କାଠି ସଂଗ୍ରହ ଅନବରତ 

କେତେ ବିପଦ ଆପଦ ଭିତରେ 

ତୁ କିନ୍ତୁ ଭାରି ମଜଭୁତ 

ତତେ ଦେଖିଦେଲେ 

ବଂଚିବାର ସୂତ୍ର 

ମତେ ଲାଗେ ଜୀବନ୍ତ ଜୀବନ୍ତ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational