Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Sahu

Classics

4.3  

Kalyani Sahu

Classics

ଗୁରୁଙ୍କ ସମ୍ମାନ

ଗୁରୁଙ୍କ ସମ୍ମାନ

1 min
184



ଗୁରୁ ବିଷ୍ଣୁ ଗୁରୁ ବ୍ରହ୍ମା ଗୁରୁ ହିଁ ଈଶ୍ୱର  

ଜ୍ଞାନ ବିଜ୍ଞାନ ଯେ ପଢାନ୍ତି ସେ ପ୍ରସନ୍ନ କୁମାର ।


ଗୁରୁବିଷ୍ଣୁ ଗୁରୁଦେବ ଗୁରୁ ହିଁ ବ୍ରହ୍ମା

ସାହିତ୍ୟ ଯେ ପଢାନ୍ତି ସେ ବିପ୍ରଚରଣ ଜେନା ।


ଗୁରୁଙ୍କୁ କୋଟି କୋଟି ନମ ଦେବି

ଗୁରୁଙ୍କ ଚରଣରେ ସଦା ଋଣୀ ରହିଥିବି 

 ଗୁରୁଙ୍କୁ ଆମେ ବହୁ ମାନ୍ୟ ଦେବା

ଗୁରୁଙ୍କଠୁ ବହୁ ଜ୍ଞାନ ପାଇବା ।


ଇଂରାଜୀ ବୁଝି ନ ପାରିଲେ ବୁଝାଉଥାନ୍ତି 

ସେ ଆମ ଶିକ୍ଷୟିତ୍ରୀ ବନଜା ବାସୀନି ମାହାନ୍ତି ।


ଗୁରୁ ହିଁ ସାକ୍ଷାତ ଈଶ୍ୱର 

ସଂସ୍କୃତ ଯେ ପଢାନ୍ତି ସେ ଅଶୋକ କୁମାର ।


ଗୁରୁଙ୍କ ଋଣ ଶୁଝି ନ ପାରିବା

ଗୁରୁଙ୍କୁ ଈଶ୍ୱର ସଦା ମାନୁଥିବା


ଗୁରୁବିଷ୍ଣୁ ଗୁରୁ ବ୍ରହ୍ମା ଗୁରୁ ଦେବ ମହେଶ୍ୱର

ହିନ୍ଦୀ ଜ୍ଞାନ ଦେଉଥିବା ଶିକ୍ଷକ ରାଜେନ୍ଦ୍ର କୁମାର ।


ସମସ୍ତ ମଧ୍ୟରେ ଗଣିତ ଏକାନ୍ତ 

ଗଣିତ ଯେ ପଢାନ୍ତି ସେ ରଜନିକାନ୍ତ  

ଗୁରୁଙ୍କ ସ୍ଥାନ ଉଚ୍ଚରେ 

ତାହା କେହି ନ ନେଇପାରେ



Rate this content
Log in

Similar oriya poem from Classics