ମାଆ
ମାଆ
1 min
131
ବଡ଼ ସେ ଦେବତା
ବଡ଼ ପରା ସିଏ
ବଡ ତା ଠାରୁ ନାହିଁ
ସବୁ ଦୁଃଖ ସହି
ସବୁ ସୁଖ ଦେଇ
ଦୁଃଖ ସୁଖ ବୁଝୁଥାଇ
ଚାଲି ନ ପାରିଲେ
ହାତ ଧରି ମୋର
ଚାଲି ଯେ ଶିଖାଉଥାଇ
ନ ଖାଇ ପାରିଲେ
ଖୁଆଇ ଦିଅଇ
ମାଆ ପରି ଆଉ କେ ନାହିଁ ।।