Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Sahu

Classics

4.3  

Kalyani Sahu

Classics

ଭାରତର ସୈନ୍ୟ

ଭାରତର ସୈନ୍ୟ

1 min
180


କୃଷକ ଵିନା ଭୋକ ମରେନା

ସୈନ୍ୟ ବିିିନା ଦେଶ ଚାଲେନା ।


କୃଷକ ଆମର ସୃୃଷ୍ଟି କର୍ତ୍ତା 

ସୈନ୍ୟ ଆମର ରକ୍ଷା କର୍ତ୍ତା ।


ନବାନ୍ନ କରେ କୃଷକ

କୃଷକ ମଧ୍ୟ ସୈନିକ ।


କୃଷକଠୁ ବଡ ନୁହେଁ କଲେକ୍ଟର 

ସୈନ୍ୟଠୁ ବଡ ନୁହେଁ ପ୍ରାଇମିନିଷ୍ଟର ।


କଲେକ୍ଟର ବଞ୍ଚେନା ଖାଦ୍ୟ ବିନା

ପ୍ରାଇମିନିଷ୍ଟର ବଂଚେନା ସୁୁୁରକ୍ଷା ବିନା ।


ଏକା ନୁୁହଁନ୍ତି କଲେକ୍ଟର ପ୍ରାଇମିନିଷ୍ଟର 

ବୁଝିବାକୁ ହେବ ସମସ୍ତେ ଭାରତର ।



Rate this content
Log in